oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଅଜଣା ଅସହାୟଙ୍କ ଶବ ଦାହ କଲେ ସମ୍ବଲପୁର ଜିଲ୍ଲାପାଳ ଓ ଏସ୍‌ପି

8/01/2022 at 5:43 PM

ସମ୍ବଲପୁର ୮।୧: ଅଜଣା ଅସହାୟଙ୍କ ଶବ ଦାହ କଲେ ସମ୍ବଲପୁର ଜିଲ୍ଲାପାଳ ଓ ଏସପି । ଶନିବାର ରାଜଘାଟ ଯାଇ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ଅଜଣା ଶବ ଦାହ କରିଛନ୍ତି । ସମ୍ବଲପୁର ସ୍ବେଚ୍ଛାସେବୀ ସଂଗଠନ ଶନିବାର ରାଜଘାଟରେ ୫୦୦ ନମ୍ବର ଅଜଣା ଶବଦାହ କରିଛି । ଏହି ଅବସରରେ ସମ୍ବଳ ଅନୁଷ୍ଠାନକୁ ଉତ୍ସାହିତ କରିବା ପାଇଁ ନିଜେ ଏସପି ଓ ଜିଲ୍ଲାପାଳ ରାଜଘାଟ ପହଞ୍ଚି ଶବଦାହ କରିଛନ୍ତି । ଅଜଣା ଶବର ସାଥୀ ହୋଇ ସମ୍ବଲପୁର ଜିଲ୍ଲାପାଳ ଓ ଏସପି ।

   Related Posts