ଅଜଣା ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର
5/11/2018 at 10:48 AM

ମୟୁରଭଞ୍ଜ ୫/୧୧: କ୍ଷତ ବିକ୍ଷତ ଅବସ୍ଥାରେ ପଡିରହିଛି ମହିଳାଙ୍କ ମୃତଦେହ।ଜାମଦା ଥାନା ମାଟିଆଳ ଗ୍ରାମ ନିକଟସ୍ଥ ଯାନ୍ତାଳ ଡୁଙ୍ଗୁରୀ ନିକଟରେ ଜଣେ ଅଜଣା ମହିଳାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି।ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି।ମୃତଦେହକୁ କୌଣସି ଜଙ୍ଗଲୀ ଜନ୍ତୁ ଖଣ୍ଡିଆ କରିଦେଇଥିବା ଦେଖିବାକୁ ମିଳିଛି ।କିନ୍ତୁ ପୁଲିସ ନିକଟରେ ଖବର ନଥିବା ଓ ଘଟଣା ସ୍ଥଳକୁ ପୁଲିସ ନ ପହଂଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023