Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଅଜଣା ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର

5/11/2018 at 10:48 AM

ମୟୁରଭଞ୍ଜ ୫/୧୧: କ୍ଷତ ବିକ୍ଷତ ଅବସ୍ଥାରେ ପଡିରହିଛି ମହିଳାଙ୍କ ମୃତଦେହ।ଜାମଦା ଥାନା ମାଟିଆଳ ଗ୍ରାମ ନିକଟସ୍ଥ ଯାନ୍ତାଳ ଡୁଙ୍ଗୁରୀ ନିକଟରେ ଜଣେ ଅଜଣା ମହିଳାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି।ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି।ମୃତଦେହକୁ କୌଣସି ଜଙ୍ଗଲୀ  ଜନ୍ତୁ ଖଣ୍ଡିଆ କରିଦେଇଥିବା ଦେଖିବାକୁ ମିଳିଛି ।କିନ୍ତୁ ପୁଲିସ ନିକଟରେ ଖବର ନଥିବା ଓ ଘଟଣା ସ୍ଥଳକୁ ପୁଲିସ ନ ପହଂଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

   Related Posts