oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ବିଲୁଆଖାଇ ପଠାରୁ ଆଉ ଜଣେ ଅଜଣା ଯୁବତୀଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

17/09/2019 at 1:51 PM

ଜଗତସିଂହପୁର୧୭|୯:  ଜଗତସିଂହପୁର ଜିଲ୍ଲା ବିରିଡି ଥାନା ନୂଆପାରି ନିକଟସ୍ଥ ବିଲୁଆ ଖାଇ ନଦୀ ପଠାରୁ ଜଣେ ଅଜଣା ଯୁବତୀଙ୍କ ଗଳିତ ଶବ ଅଖା ଭିତରୁ ଉଦ୍ଧାର କରା ଯାଇଛି । ଘଟଣା ସ୍ଥଳରେ ବିରିଡି ପୋଲିସ ସାଇନ୍ଟଫିକ ଟିମ ସହ ପହଁଚି  ଶବ ଜବତ କରିବା ସହ ତଦନ୍ତ ଚଳାଇଛି ।

ମୃତ ଯୁବତୀଙ୍କର କୌଣସି ପରିଚୟ ମିଳି ପାରି ନାହିଁ । ତାଙ୍କୁ କେହି ହତ୍ୟା କରି ନଦୀରେ ଭସାଇ ଦେବା ପରେ ମୃତ ଦେହ ଏଠାରେ ଆସି ଲାଗିଥିବାର ସନ୍ଦେହ କରାଯାଉଛି । ଗତ ଦେଢ଼ ବର୍ଷ ତଳେ ଜିଲାର ରଘୁନାଥପୁର ଥାନା ଧଳତଙ୍ଗ ଗଡ଼ ଜଙ୍ଗଲରୁ ଜଣେ ଯୁବତୀଙ୍କର ଅଖା ଭିତରୁ ମୃତ ଦେହ ମିଳି ଥିବା ବେଳେ ଏହାର ୬ ମାସ ପୂର୍ବରୁ ସେହି ଜଙ୍ଗଲରୁ ଆଉ ଜଣେ ଅଜଣା ଯୁବତୀଙ୍କର ଏକ ବାକ୍ସ ଭିତରୁ ମୃତ ଦେହ ଉଦ୍ଧାର କରାଯାଇ ଥିଲା ।

 ପୁଣି ବିଲୁଆଖାଇ ପଠାରୁ ଆଉ ଜଣେ ଅଜଣା ଯୁବତୀଙ୍କର ଅଖା ଭିତରୁ ଗଳିତ ଶବ ଉଦ୍ଧାର ହେବା ଘଟଣା ସାରା ଜିଲାରେ ଚାଂଚଲ୍ୟ ସୃଷ୍ଟି କରିଛି ।

   Related Posts