vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟି ବନ୍ଦ କରି ବ୍ୟାଟିଂ କର, ପଡିଆରେ ଜନି ବେୟରଷ୍ଟୋଙ୍କ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ
  • ||
  • ମହାରାଷ୍ଟ୍ର ରାଜନୀତି : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ
  • ||
  • ୨୪ ଘଣ୍ଟାରେ ଲଘୁଚାପ ବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ରୋହିତ ଶର୍ମା ଫିଟ୍, ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍
  • ||
  • ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
  • ||

ପ୍ରଭୁ ଶ୍ରୀକୃଷ୍ଣଙ୍କ ସଂପର୍କରେ କେତୋଟି ଅଜଣା କଥା ଜାଣନ୍ତୁ…

18/08/2019 at 6:20 PM

ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆମେ ସମସ୍ତେ ପୂଜା କରିଥାନ୍ତି। ଯେଉଁମାନେ ଶ୍ରୀକୃଷ୍ଣଙ୍କ ଭକ୍ତ ସେମାନେ ତାଙ୍କ ସଂପର୍କରେ ଅଧିକ ଜାଣିବାକୁ ଇଚ୍ଛୁକ ଥାନ୍ତି। ଆସନ୍ତୁ ଶ୍ରୀକୃଷ୍ଣ ସଂପର୍କରେ କେତୋଟି ରହସ୍ୟ କଥା ଜାଣିବା…

୧- ଭଗବାନ ଶ୍ରୀକୃଷ୍ଣଙ୍କ ଖଣ୍ଡା ନାଁ ନନ୍ଦକ, ଗଦାର ନାଁ କୌମୌଦକୀ ଓ ଶଙ୍ଖର ନାଁ ପଞ୍ଚଜନ୍ୟ।

୨- ଶ୍ରୀକୃଷ୍ଣଙ୍କ ଜେଜେ ମାଆଙ୍କର ମାଆ ଥିଲେ ‘ମରିଶା’ ଓ ତାଙ୍କ ସାବତ ମାଆ ହେଉଛନ୍ତି ‘ରୋହଣୀ’ (ବଳରାମଙ୍କ ମାଆ)। ତାଙ୍କ ସାବତ ମାଆ ‘ନାଗ’ ଜନଜାତିରେ ଥିଲେ।

୩- ଭଗବାନ ଶ୍ରୀକୃଷ୍ଣ ବନ୍ଦୀ ଘରେ ପରିବର୍ତ୍ତନ ହୋଇ ଯାଇଥିଲେ। ଯଶୋଦାଙ୍କ ଝିଅଙ୍କ ହେଉଛି ଏକାନଂଶା। ତାଙ୍କୁ ବିନ୍ଧ୍ୟଭାସିନୀ ନାଁରେ ପୂଜା କରାଯାଉଛି।

୪- ଶ୍ରୀକୃଷ୍ଣଙ୍କ ପ୍ରେମିକା ରାଧା ସଂପର୍କରେ ମହାଭାରତ, ହରିବଂଶ ପୁରାଣ ଓ ବିଷ୍ଣୁ ପୁରାଣ ଓ ଭାଗବତ ପୁରାଣରେ ବର୍ଣ୍ଣନା କରାଯାଇ ନାହିଁ। ଗୀତ ଗୋବିନ୍ଦରେ ରାଧାଙ୍କ ସଂପର୍କରେ ଉଲ୍ଲେଖ କରାଯାଇଛି।

୫- ଜୈନ ପରମ୍ପପରା ଅନୁସାରେ ଶ୍ରୀକୃଷ୍ଣଙ୍କ ସଂପର୍କୀୟ ଭାଇ ହେଉଛନ୍ତି ତୀର୍ଥଙ୍କର ନେମିନାଥ ଥିଲେ। ହିନ୍ଦୁ ପରମ୍ପପରା ଅନୁସାରେ ଅଙ୍ଗିରସ ନାମରେ ପ୍ରସିଦ୍ଧ ।

୬- ପ୍ରଭୁ ଶ୍ରୀକୃଷ୍ଣ ଦ୍ବାରିକାରେ ୬ ମାସରୁ ଅଧିକ ରହି ନଥିଲେ। ଅଙ୍ଗିରସର ଅର୍ଥ ନେମିନାଥ ଯେଉଁଠି ରହି ପ୍ରାର୍ଥନା କରୁଥିଲେ।

   Related Posts