କେଉଁ ଆଧାରରେ କୁଳପତି ଚୟନ କରାଯାଉଛି ? ସନ୍ଦେହ ଘେରରେ ଭଂଜବିହାର କୁଳପତି ଚୟନ
30/05/2018 at 7:11 AM

କେଉଁ ଆଧାରରେ କୁଳପତି ଚୟନ କଟରଯାଉଛି ?
ସନ୍ଦେହ ଘେରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଚୟନ
କୁଳପତି ଚୟନକୁ ନେଇ ସିଏଜିଙ୍କ ଅଙ୍ଗୁଳି ନିର୍ଦେଶ
ବିପିୟୁଟି କୁଳପତିଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ
ସନ୍ଦେହ ଘେରରେ ଭଞ୍ଜବିହାର କୁଳପତି ଚୟନ
ଜୋର ଧରିଲାଣି ନିଯୁକ୍ତିର ପୁନଃବିଚାର ଦାବି