oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ ସିଲ୍‌, ସଟ୍‌ଡାଉନ୍‌ରେ ଚାଲିଥିଲା ବେପାର

8/08/2021 at 8:59 AM

ଭୁବନେଶ୍ୱର ୦୮।୦୮: ୪ ନମ୍ବର ମାଛ ମାର୍କେଟ ସିଲ୍‌ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାଛ ମାର୍କେଟକୁ ସିଲ୍‌ କରାଯାଇଛି । ଅନିର୍ଦ୍ଧିଷ୍ଟ କାଳ ପାଇଁ ମାଛ ମାର୍କେଟକୁ ବନ୍ଦ କରିଛି ବିଏମ୍‌ସି । ଏହା ସହ ମୋଟା ଅଙ୍କର ଫାଇନ୍‌ ମଧ୍ୟ ଆଦାୟ ହୋଇଛି ।

ଖବର ଅନୁଯାୟୀ, କୋଭିଡ ଗାଇଡ଼ ଲାଇନ ଉଲଂଘନରେ ୪ନମ୍ବର ମାଛ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ବିଏମସି । ଆଗରୁ ଜୁନ ମାସରେ ୧୫ ଦିନ ପାଇଁ ସିଲ କରିଥିଲା । ଅଗଷ୍ଟ ମାସରେ ନୂଆ ଗାଇଡ଼ଲାଇନ ଆସିବା ପରେ ୨ ଥର ଚେତାବନୀ ଦେଇଥିଲା BMC। ହେଲେ BMCର ଚେତାଵନୀକୁ ନମାନି ସର୍ଟଡାଉନରେ ଦୋକାନ ଓ ଗୋଦାମ ଖୋଲି କରୁଥିଲେ ବେପାର । ମାର୍କେଟକୁ ସିଲ କରିବା ସହ ଦୋକାନୀ ଓ ଗୋଦାମ ଉପରେ ମୋଟା ଅଙ୍କର ଫାଇନ ।

   Related Posts