ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା, ପୂଜା ପାଇବେ ବିରାଟକାୟ ନାଗା ମୂର୍ତ୍ତି

ପୁରୀ ୨୩/୧୦: ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଣ୍ଡପରେ ଜଗତଜନନୀ ମାଆ ଦୂର୍ଗାଙ୍କର ଆଜି ପାଳନ ହେଉଛି ମହାନବମୀ । ବିଶେଷ କରି ଦୂର୍ଗାବାଡିରେ ଆଜି ନବମୀ ଅବସରରେ କୁମାରୀ ପୂଜା ଅନୁଷ୍ଠିତ ହୋଇଛି । କୁମାରୀ ଝିଅକୁ ବଙ୍ଗୀୟ ରୀତି ନୀତିରେ ବେଶ କରାଯାଇ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରାଯାଇଛି । ସେହିପରି ବିଭିନ୍ନ ଦେବୀ ପୀଠ ସହ ଗୋଷାଣୀମାନଙ୍କ ଆଜି ବିଶ୍ରାମ‌ । ତେବେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ଗୋଷାଣୀ ସହ ଏହି ଅବସରରେ … Continue reading ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା, ପୂଜା ପାଇବେ ବିରାଟକାୟ ନାଗା ମୂର୍ତ୍ତି