scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

AIIMSରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଚିହ୍ନଟ ହୋଇପାରୁନଥିବା ମୃତଦେହର ହେବ ଡିଏନ୍ଏ ଟେଷ୍ଟ

9/06/2023 at 11:06 AM

ଭୁବନେଶ୍ବର ୯।୬: ଭୁବନେଶ୍ବର ଏମ୍‌ସ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୃତଦେହ ନେବାକୁ ଆସୁଥିବା ଲୋକଙ୍କ ସହ ଆଲୋଚନା କରିବା ପରେ ଚିହ୍ନଟ ହୋଇପାରୁନଥିବା ମୃତଦେହ ଗୁଡିକର ଡିଏନ୍ଏ ପରୀକ୍ଷା କରାଯିବ ବୋଲି କହିଛନ୍ତି ।

ଯେଉଁମାନଙ୍କ ମୃତଦେହ ଚିହ୍ନଟ ହୋଇସାରିଛି ସେମାନଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଦାନ ପ୍ରଦାନ ସହିତ ମୃତଦେହ ହସ୍ତାନ୍ତର କରାଯାଉଛି । ଆଉ ୮୨ଟି ମୃତଦେହକୁ ଏବେବି ଚିହ୍ନଟ କରାଯାଇପାରୁନାହିଁ । ବୈଜ୍ଞାନିକ ପଦ୍ଧତିରେ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

ଅନେକ ଲୋକ ଏବେବି ନିଖୋଜ ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଘଟଣା ଦିନ ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୁଏତ ଏଠାକୁ ଖୋଜିବାକୁ ଆସି ନିରାଶ ହେଉଥିବା ଲୋକଙ୍କ ସମ୍ପର୍କୀୟ କୌଣସି ଡାକ୍ତରଖାନାରେ ଚିକିତ୍ସିତ ହୋଇଥାଇପାରନ୍ତି ।

You Can Read :

   Related Posts