କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ, କଟକ-ସମ୍ବଲପୁର ରାଜପଥ ଅଗ୍ରଗତିର କଲେ ସମୀକ୍ଷା

ଭୁବନେଶ୍ବର ୨୭।୭: ଓଡ଼ିଶାର ଜାତୀୟ ରାଜପଥ ପ୍ରକଳ୍ପ ଗୁଡିକ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ-ସମ୍ବଲପୁର ରାଜପଥର ଅଗ୍ରଗତି ନେଇ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି । ଡୁବୁରୀରୁ ବଲ୍ଲହର ପର୍ଯ୍ୟନ୍ତ, ଭୁବନରୁ କାମାକ୍ଷା ପର୍ଯ୍ୟନ୍ତ ଆସୁଥିବା ରାସ୍ତା ଉପରେ ମଧ୍ୟ ସମୀକ୍ଷା କରିଥିବା ସେ କହିଛନ୍ତି । କ୍ୟାପିଟାଲ ରିଂ ରୋଡ଼, ସମ୍ବଲପୁର ରିଂ ରୋଡ଼ ସଂପର୍କରେ ଆଲୋଚନା … Continue reading କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ, କଟକ-ସମ୍ବଲପୁର ରାଜପଥ ଅଗ୍ରଗତିର କଲେ ସମୀକ୍ଷା