oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ସ୍ମାର୍ଟ ଶ୍ରେଣୀ ଗୃହ ପ୍ରକଳ୍ପର ଶୁଭ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

25/02/2019 at 2:41 PM

ଭୁବନେଶ୍ବର ୨୫|୨: ଓଏନଜିସି ସ୍ମାର୍ଟ ଶ୍ରେଣୀ ଗୃହ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ଏଥିରେ ଭୁବନେଶ୍ବର ଅଧିନରେ ଆସୁଥିବା ୯ଟି କେନ୍ଦ୍ରୀୟ ବିଦ୍ୟାଳୟର ୧୮୪ ଟି ଶ୍ରେଣୀଗୃହକୁ ସ୍ମାର୍ଟ କ୍ଲାସ ରୁମ୍ ରେ ପରିଣତ କରାଯିବା ବ୍ୟବସ୍ଥା କରାଯାଇଛି ।

ପେଟ୍ରୋଲିୟମ୍ ବିଭାଗର ସହଯୋଗରେ ଏହାର ଶୁଭାରମ୍ଭ କରାଯାଇଛି । ଏହାସହ କେନ୍ଦ୍ରୀୟ ବିଦ୍ୟାଳୟ କୁତ୍ରା, ସୁନ୍ଦରଗଡ଼, କେନ୍ଦ୍ରୀୟ ବିଦ୍ୟାଳୟ ମୁଣ୍ଡଳି କଟକରେ ଭିତ୍ତପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି  ।

   Related Posts