ୟୁନିୟନ ବଜେଟ୍ ୨୦୨୩; ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
ନୂଆଦିଲ୍ଲୀ: ୟୁନିୟନ ବଜେଟ୍ ୨୦୨୩ । ପୂର୍ଣ୍ଣାଙ୍କ ବଜେଟ୍ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସାଧାରଣ ନିର୍ବାଚନ ପରେ ଏହା ମୋଦି ସରକାରଙ୍କ ଶେଷ ବଜେଟ୍ । ବଜେଟରେ କ’ଣ ଶସ୍ତା ହେଲା: ଟିଭି ଉପକରଣ ଉପରେ ୨.୫ ପ୍ରତିଶତ ଟିକସ ହ୍ରାସ । କ୍ୟାମେରା ଲେନ୍ସ ଶସ୍ତା । ଶସ୍ତା ହେଲା ସ୍ବଦେଶ ମୋବାଇଲ୍ ଓ ଇଲେକ୍ଟ୍ରିକ୍ ଯାନ। ସାଇକେଲ୍ ଛୋଟ ପିଲାଙ୍କ ଖେଳନା ଶସ୍ତା ହୋଇଛି। ଲୁହା ଉପରେ ରିହାତି ଜାରି ରହିବ । … Continue reading ୟୁନିୟନ ବଜେଟ୍ ୨୦୨୩; ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
Copy and paste this URL into your WordPress site to embed
Copy and paste this code into your site to embed