ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଆନ୍ଦୋଳନକାରୀଙ୍କ ଟେଣ୍ଟ ଭାଙ୍ଗିଦେଲେ ଅଜଣା ଦୁର୍ବୃତ୍ତ, ଥାନାରେ ଏତଲା

16/12/2021 at 1:06 PM

ଭଦ୍ରକ ୧୬।୧୨: ୧୦ ଦଫା ଦାବିରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ୨୫୧ଟି ସେବା ସମବାୟ ସମିତି ଓ ଲ୍ୟାମ୍ପସର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଟେଣ୍ଟ ଭାଙ୍ଗିଛନ୍ତି ଅଜଣା ଦୁର୍ବୃତ୍ତ ।

ଗତ ୩ ତାରିଖରୁ ୧୦ ଦଫା ଦାବି ନେଇ ଭଦ୍ରକ ଜିଲ୍ଲା ଏଆରସିଏସଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି । ତେବେ ବାସୁଦେବପୁର ଓ ତିହିଡି ବ୍ଲକର କେତେକ ସମବାୟ ସମିତିର ସମ୍ପାଦକ ଓ ଡିଇଓଙ୍କୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ଦାବି ସହ ଅନ୍ୟ ଦାବି ନେଇ ଧାରଣା ଦେଇଛନ୍ତି । କିନ୍ତୁ ବୁଧବାର ବିଳମ୍ବିତ ରାତିରେ କେହି ଅଜଣା ଦୁର୍ବୃତ୍ତ ଟେଣ୍ଟକୁ ଭାଙ୍ଗି ଦେଇଛନ୍ତି । ତେବେ ସଂଗଠନ ତରଫରୁ ଥାନାରେ ଲିଖିତ ଏତଲା ଦେଇଛନ୍ତି । ତେବେ ଟେଣ୍ଟ ଭାଙ୍ଗିଥବା ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

   Related Posts