ଭୁବନେଶ୍ବର ୨୮।୧୧: ଝାରପଡା ଜେଲ୍ରେ ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣଙ୍କ ହେଉଛନ୍ତି ସୁକାନ୍ତି ଭୋଇ । ଲକ୍ଷ୍ମୀସାଗର ଥାନା ପୋଲିସ ମୃତଦେହକୁ ଜବତ କରିଛି । ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ମୃତଦେହ ପଠାଇଲା ପୋଲିସ । ତେବେ ବଧୂହତ୍ୟା ମାମଲାରେ ଜେଲ୍ ଯାଇଥିଲେ ସୁକାନ୍ତି । ରୋଗାକ୍ରାନ୍ତ ହେତୁ ମୃତ୍ୟୁ ହୋଇଥିବା ସୂଚନା ।
You Can Read :
wp:embed {"url":"https://www.prameyanews7.com/ratna-bhandar-laser-scanning-started-by-asi-team/","type":"wp-embed","providerNameSlug":"prameya-news-7"}