ବଣାଇରେ ଭୁଷୁଡ଼ିଲା ନିର୍ମାଣାଧୀନ ବ୍ରିଜ ; ୨୦ ଆହତ, ୫ ଗୁରୁତର
14/10/2018 at 4:08 PM

ସୁନ୍ଦରଗଡ଼ ୧୪/୧୦ : ସୁନ୍ଦରଗଡ଼ ବନେଇରେ ନିର୍ମାଣଧୀନ ବ୍ରିଜ ଭୁଶୁଡି ପଡିଲା ନିର୍ମାଣାଧୀନ ବ୍ରିଜ | କେବଳଙ୍ଗ ଥାନା ଯାମୁଡ଼ିହି କୁଂଜୀପନୀ ନିକଟରେ ବ୍ରିଜଟି ଭୁଶୁଡି ପଡିଛି | ବ୍ରିଜ ଭୁଶୁଡି ପଡିବାରୁ ୨୦ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ସମସ୍ତ ଆହତଙ୍କୁ ବନେଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ସମସ୍ତ ଆହତ ଶ୍ରମିକ ଏମବିସିସି କମ୍ପାନୀର ବୋଲି ଜଣାପଡିଛି | କାମ ଚାଲୁଥିବା ବେଳେ ଶ୍ରମିକଙ୍କ ଉପରେ ଭୁଶୁଡି ପଡିଲା ବ୍ରିଜ |
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023