scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଣାଇରେ ଭୁଷୁଡ଼ିଲା ନିର୍ମାଣାଧୀନ ବ୍ରିଜ ; ୨୦ ଆହତ, ୫ ଗୁରୁତର

14/10/2018 at 4:08 PM

ସୁନ୍ଦରଗଡ଼ ୧୪/୧୦ : ସୁନ୍ଦରଗଡ଼ ବନେଇରେ ନିର୍ମାଣଧୀନ ବ୍ରିଜ ଭୁଶୁଡି ପଡିଲା ନିର୍ମାଣାଧୀନ ବ୍ରିଜ | କେବଳଙ୍ଗ ଥାନା ଯାମୁଡ଼ିହି କୁଂଜୀପନୀ ନିକଟରେ ବ୍ରିଜଟି ଭୁଶୁଡି ପଡିଛି | ବ୍ରିଜ ଭୁଶୁଡି ପଡିବାରୁ ୨୦ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ସମସ୍ତ ଆହତଙ୍କୁ ବନେଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ସମସ୍ତ ଆହତ ଶ୍ରମିକ ଏମବିସିସି କମ୍ପାନୀର ବୋଲି ଜଣାପଡିଛି | କାମ ଚାଲୁଥିବା ବେଳେ ଶ୍ରମିକଙ୍କ ଉପରେ ଭୁଶୁଡି ପଡିଲା ବ୍ରିଜ |

   Related Posts