oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ପୁତୁରାର କାଠ ଫାଳିଆ ମାଡରେ କକା ମୃତ, ପାରିବାରିକ କଳହକୁ ନେଇ ହୋଇଥିଲା ଗଣ୍ଡଗୋଳ

13/08/2021 at 4:14 PM

ଆଠମଲ୍ଲିକ ୧୩।୮: ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ ପ୍ରତପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ପ୍ରତପୁର ଗ୍ରାମରେ ପାରିବାରିକ ଗଣ୍ଡଗୋଳକୁ ନେଇ ପୁତୁରାଙ୍କ ସହିତ କକାଙ୍କର ଯୁକ୍ତିତର୍କ ହେଇଥିଲା । ଯୁକ୍ତିତର୍କ ସମୟରେ ପୁତୁରା ପ୍ରଚୁର ମଦ୍ୟପାନ କରିଥିଲା । ଦୁହିଁଙ୍କ ମଧ୍ୟରେ ଯୁକ୍ତି ସମୟରେ ପୁତୁରା ଲିପୁନ ଏବଂ ତାଙ୍କ ସହଯୋଗୀ, କାକା ଗଙ୍ଗାଧର ନାଗକୁ ଏକ କାଠଫାଳିଆରେ ଆକ୍ରମଣ କରିଥିଲେ । ଘଟଣା ପରେ ପୁତୁରା ଫେରାର ହୋଇଯାଇଛି । ଏ ନେଇ ହଣ୍ଡପା ଆଇଆଇସି କହିଛନ୍ତି ମଦ୍ୟପାନ ଯୋଗୁଁ ପୁତୁରା ମାରିଥିବାର ପରିବାର ଲୋକ ପ୍ରକାଶ କରିଛନ୍ତି ।

   Related Posts