ପୁତୁରାର ପନିକି ଚୋଟରେ ବଡ଼ବାପା ମୃତ, ପୋଲିସ୍ କରୁଛି ତଦନ୍ତ
28/09/2023 at 9:18 PM

ସୋନପୁର: ପୁତୁରାର ଆକ୍ରମଣରେ ବଡ଼ବାପା ମୃତ। ଘଟଣା ଘଟିଛି ଡୁଙ୍ଗୁରିପାଲି ଥାନା ସାଲେପାଳି ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ, ପୁତୁରା ଜଣକ ପନିକିରେ ନିଜ ବଡ଼ବାପାଙ୍କୁ ଆକ୍ରମଣ କରିଥିଲା । ଆଉ ପନିକି ଚୋଟରେ ବଡ଼ବାପାଙ୍କର ମୃତ୍ୟୁ ହୋଇଛି।
ସେପଟେ ସୂଚନା ପାଇଁ ଡୁଙ୍ଗୁରିପାଲି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାର କାରଣ ବିଷୟରେ ଜଣାପଡ଼ିନଥିବାବେଳେ। ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ନେଇ ଆଶଙ୍କା କରାଯାଉଛି।
ଆହୁରି ପଢ଼ନ୍ତୁ: ବାଇକ ଉପରେ ଚଢ଼ିଗଲା ହାଇୱା, ଦୁଇ ଆରୋହୀ ମୃତ
Related Posts
ବିଜୟ ଶଙ୍କରଙ୍କ ଆବେଦନ ଖାରଜ, ବିବାହ କରି ପାରିବେନି ଯୁବ ବିଧାୟକ
5 December 2023
ରାଜ୍ୟ କ୍ୟାବିନେଟ୍ର ୬୮ ତମ ବୈଠକ: ୧୦ ପ୍ରସ୍ତାବ ଉପରେ ବାଜିଲା ମୋହର
5 December 2023