ବସ୍ତା ୧୬।୧୨ - ପୁତୁରାର ଶାବଳ ମାଡରେ ଦାଦା ମୃତ । ଏହି ଘଟଣା ବସ୍ତା ବ୍ଲକ ବାହାର୍ଦା ପଞ୍ଚାୟତ ପଳାସିଆ ଗ୍ରାମରେ ଘଟିଛି ।
ମୃତ ଦାଦା ହେଲେ ଭାଗବତ ମହାପାତ୍ର(୬୫) ଓ ହତ୍ୟାକାରୀ ପୁତୁରା ହେଲେ ଦିନବନ୍ଧୁ ମହାପାତ୍ର । ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇନଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।