ସରକାରୀ ବାବୁଙ୍କ ଅମାପ ସମ୍ପତ୍ତି, ପେଟି ପେଟି ଟଙ୍କା ଦେଖି ତାଟକା ଭିଜିଲାନ୍ସ ଟିମ୍

ଭୁବନେଶ୍ୱର ୨୩/୦୬: ଭିଜିଲାନ୍ସ ପଞ୍ଝାରେ କୋଟିପତି ସରକାରୀ ବାବୁ। ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନରେ ରେଡ୍ ବେଳେ ତାଙ୍କର ଅମାପ ସମ୍ପତ୍ତି ଏବଂ ପେଟି ପେଟି ଟଙ୍କା ଦେଖି ଭିଜିଲାନ୍ସ ଟିମ୍ ବି ତାଜୁବ । ଶୁକ୍ରବାର ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ରାଜଧାନୀର କାନନ ବିହାରସ୍ଥିତ ବାସଭବନରେ ଚଢ଼ଉ କରିବାକୁ ପହଞ୍ଚିଥିଲା । ତେବେ ପ୍ରଶାନ୍ତ କୁମାର ରାଉତଙ୍କ ପଡୋଶୀଙ୍କ ଛାତ … Continue reading ସରକାରୀ ବାବୁଙ୍କ ଅମାପ ସମ୍ପତ୍ତି, ପେଟି ପେଟି ଟଙ୍କା ଦେଖି ତାଟକା ଭିଜିଲାନ୍ସ ଟିମ୍