ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଶୀତରେ ଥରିଲା କରଞ୍ଜିଆ, ମଜା ନେଉଛନ୍ତି ଶିମିଳିପାଳ ବୁଲିଆସିଥିବା ପର୍ଯ୍ୟଟକ

13/11/2022 at 9:23 AM

କରଞ୍ଜିଆ ୧୩।୧୧: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଦିନକୁ ଦିନ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଶୀତ ଅନୁଭୂତ ହେଉଥିବା ବେଳେ ଲୋକେ ଶୀତ ବସ୍ତ୍ର ପିନ୍ଧି ନିଆଁ ପୁଉଁଥିବା ଦେଖିବାକୁ ମିଳିଛି। ଏହି ଶୀତ ଲହରୀର ମଜା ନେଉଛନ୍ତି ଶିମିଳିପାଳ ବୁଲିବାକୁ ଆସିଥିବା ପର୍ଯ୍ୟଟକ।

ଗତକାଲି ଶିମିଳିପାଳ ଉପର ବାରହା କାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ନଅଣା ଓ ଉପର ବାରହା କାମୁଡା ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କରଞ୍ଜିଆ ଉପଖଣ୍ଡରେ ଶୁକୃଳି, ରରୁଆଁ ଯଶିପୁର ଅଞ୍ଚଳରେ ପ୍ରବଳ କୁହୁଡି ପଡିଥିବା ଦେଖିବାକୁ ମିଳିଛି। ପ୍ରବଳ କୁହୁଡି ପଡି ଥିବା ଯୋଗୁଁ ରାସ୍ତା ଯିବା ଆସିବା କଷ୍ଟ କର ହୋଇପଡିଛି ।

   Related Posts