୧୪ ଦିନ ପରେ ମଧ୍ୟ ଉଦ୍ଧାର ହେଇ ପାରିଲାନି ମୃତଦେହ
13/06/2018 at 6:07 AM

୧୪ ଦିନ ବିତିଗଲାଣି ହେଲେ ବି ଜୟପୁର ରାଣୀଗଡ଼ ଗୁମ୍ମା ପାଠ କ୍ୱାରୀରେ ଚାପି ହୋଇରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ପାରିଲାନାହିଁ | ଏପରିକି ଘନଶ୍ୟାମଙ୍କ ମୃତଦେହ ଠାବ କରାଯାଇ ମଧ୍ୟ ଉଦ୍ଧାର କରାଯାଇ ପାରିନାହିଁ | ଆଜି ମୃତଦେହ ଉଦ୍ଧାର କରାଯିବ ଆଶଙ୍କା କରାଯାଉଛି |