oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

କିଭ୍‌ରେ ବର୍ଷିଲା ଋଷ ରକେଟ୍, ହମଲାରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ

18/03/2022 at 12:46 PM

କିଭ୍ ୧୮/୦୩ : ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ନେଉନି । ୨୪ ଫେବୃୟାରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ହଜାର ହଜାର ସୈନିକଙ୍କ ସହ ସାଧରଣ ନାଗରିକଙ୍କ ବି ମୃତ୍ୟୁ ହେଲାଣି । ୟୁକ୍ରେନରେ ବଡ ସଂଖ୍ୟାରେ ଲୋକଙ୍କ ଜୀବନ ନେଇଛି ଏହି ଯୁଦ୍ଧ । ତେବେ ସାଧାରଣ ଲୋକ ଏହି ଯୁଦ୍ଧର ଟାର୍ଗେଟରେ ଆସିଛନ୍ତି ୟୁକ୍ରେନ୍‌ର ଅଭିନେତ୍ରୀ ଓକସାନା ।

ଋଷ ପକ୍ଷରୁ ହୋଇଥିବା ହମଲାରେ ୟୁକ୍ରେନର ଅଭିନେତ୍ରୀ Oksana Shvetsଙ୍କ ମୃତ୍ୟୁ ହୋଇଛି । କିଭ୍‌ର ଏକ ଆବାସିକ କୋଠା ଉପରେ ହୋଇଥିବା ରୁଷ ସେନାର ରକେଟ ହମଲାରେ ତାଙ୍କ ଜୀବନ ଚାଲିଯାଇଛି । ୟଙ୍ଗ ଥିଏଟର କମ୍ୟୁନିଟି ଦ୍ୱାରା ଓକସାନାଙ୍କ ମୃତ୍ୟୁ ଖବର ଦିଆଯାଇଛି । ଏଠାରେ ଓକ୍ସାନା ଦୀର୍ଘ ସମୟ ଧରି କାମ କରିଥିଲେ ।

ଏଥିରେ ଦ ସିକ୍ରେଟ ଅଫ୍ ସେଣ୍ଟ୍ ପ୍ୟାଟ୍ରିକ୍, ଟୁମୋରୋ ଓ୍ବିଲ୍‌ ବି ଟୁମୋରୋ ଓ ଦ ରିଟନର୍ସ ଅଫ୍ ମୁଖତାର ରହିଛି । ତାଙ୍କୁ ୟୁକ୍ରେନ୍‌ର ସମ୍ମାନିତ କଳାକାର ଭାବରେ ଜଣାଯାଏ । ଦ ହଲିଉଡ ରିପୋର୍ଟ କୁହେ ମୃତ୍ୟୁ ବେଳକୁ ଓକସାନାଙ୍କୁ ୬୭ ବର୍ଷ ହୋଇଥିଲା । ରାଜଧାନୀ କିଭ୍ ସହିତ ୟୁକ୍ରେନର ବହୁ ସହର ଏପର୍ଯ୍ୟନ୍ତ ମିସାଇଲ ମାଡରୁ ବର୍ତ୍ତିପାରିନି ।

   Related Posts