oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ, ସବ୍-ଇନ୍ସପେକ୍ଟର ନିଲମ୍ବିତ

17/02/2021 at 4:37 PM

ରାଉରକେଲା ୧୭।୨: ରାଉରକେଲା ନାବାଳକଙ୍କୁ ଥାନାରେ ଥାର୍ଡ଼ ଡ଼ିଗ୍ରୀ ଘଟଣାରେ ଉଦିନନଗର ସବ-ଇନ୍ସପେକ୍ଟର ମାନସ ନାଏକ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ରାଉରକେଲା ଏସ୍ପି ମୁକେଶ ଭାମୁ । ଏହାସହ ଦୁଇ ହୋମ ଗାର୍ଡ଼ଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବା ପାଇଁ ନୋଟସ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଉରକେଲା ଉଦିତ ନଗର ପୋଲିସ ମୋବାଇଲ ଚୋରୀ ଅଭିଯୋଗରେ ରାଉରକେଲା ଟିମ୍ବର କଲୋନୀର ୧୪ ବର୍ଷର ନାବାଳକଙ୍କୁ ଗତ ଡ଼ିସେମ୍ବର ୨୬ ତାରିଖ ଅପରାହ୍ନରେ ଘରୁ ଉଠାଇ ଆଣି ଥାନାରେ ରଖି ଥାର୍ଡ଼ ଡ଼ିଗ୍ରୀ  ଦେଇଥିଲା । ଏମିତି କି ସାରା ରାତି ଥାନାରେ ରଖି ନାବାଳକଙ୍କୁ ଉଲଗ୍ନ କରି ଇଲେଟ୍ରିକ୍ ସକ୍ ମଧ୍ୟ ଦିଆଯାଇଥିବାରୁ ନାବାଳକ ଅଭିଯୋଗ ଆଣିଥିଲେ ।

ଏହି ଥାର୍ଡ଼ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ଏସ୍ପିଙ୍କୁ ନୋଟିସ କରିଥିଲେ । କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାର କୟିଫତ ମାଗିଥିଲେ । ଏହି ଘଟଣାରେ ମଙ୍ଗଳବାର ଉଦିତନଗର ଥାନା ସବ-ଇନ୍ସପେକ୍ଟର ମାନସ ନାଏକଙ୍କୁ ନିଲମ୍ବନ କରିବା ସହ ସେହି ଉଦିତନଗର ଥାନାର ଦୁଇ ହୋମଗାର୍ଡ଼ଙ୍କୁ ବ୍ୟକ୍ତିଗତ ଭାବରେ ଏସ୍ପିଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ କରିଛି ।

   Related Posts