vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଫିଲିପାଇନ୍ସରେ ସୁପର ଟାଇଫୁନ ମାଙ୍ଗଖୁଟର ତାଣ୍ଡବ

16/09/2018 at 10:56 AM

ଫିଲିପାଇନ୍ସ ୧୬|୯: ଫିଲିପାଇନ୍ସରେ ସୁପର ଟାଇଫୁନ ମାଙ୍ଗଖୁଟର ତାଣ୍ଡବ । ଶନିବାର ଫିଲିଫାଇନ୍ସରେ ସ୍ଥଳଭାଗ ଛୁଇଁଥିଲା ମାଙ୍ଗଖୁଟ । ଏହା ଫଳରେ ଘଣ୍ଟାପ୍ରତି ୨୧୩ କିମି ବେଗରେ ପବନ ବେ।ହିଥିଲା । ଏଥିରେ ୧୪ରୁ ଅଧିକ ଲେ।କଙ୍କର ମୃତ୍ୟୁ ହେ।ଇଛି । ପାଖାପାଖି ୫.୨ ନିୟୁତ ଲେ।କ ପ୍ରଭାବିତ ହେ।ଇଛନ୍ତି । ଏହାର ପ୍ରଭାବରେ ୫୧ଟି ସ୍ଥାନରେ ଭୂସ୍ଖଳନ ହେ।ଇଛି । ଏହି ଟାଇଫୁନ ଯେ।ଗୁଁ ଫିଲିପାଇନ୍ସର ଅନେକ ଅଞ୍ଚଳରେ ଯେ।ଗାଯେ।ଗ, ବିଦ୍ୟୁତ ଯେ।ଗାଣ ବ୍ୟବସ୍ଥା ବ୍ୟାହତ ହେ।ଇଛି । ଏବେ ସୁପର ଟାଇଫୁନ ମାଙ୍ଗଖୁଟ ହଂକଂ ଚୀନ ମୁହାଁ ହେ।ଇଛି ।

   Related Posts