ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ମିନିଟ୍ରକ ଧକ୍କାରେ ଦୁଇ ବର୍ଷର ଶିଶୁ ମୃତ

24/11/2019 at 8:25 AM

ଆନନ୍ଦପୁର ୨୪।୧୧: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିପଦା ଥାନା ନସିରପୁର ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ବର୍ଷର ଶିଶୁ ପୁତ୍ର ମୃତ ।

ସୂଚନାଯୋଗ୍ୟ ଯେ, ନନ୍ଦିପଦା ନସିରପୁର ଛକ ନିକଟରେ ଦୁଇ ବର୍ଷର ଶିଶୁପୁତ୍ର ଖେଳୁଥିବା  ସମୟରେ ଏକ ବାଲି ବୋଝେଇ ମିନିଟ୍ରକ ମାଡିଯାଇ ଶିଶୁର ମୃତ୍ୟ ହୋଇଛି । ମୃତ ଶିଶୁଟି ରୋହନ ଦାସ ବୋଲି ଜଣାପଡିଛି ।ଶିଶୁର ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

   Related Posts