oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୟପୁର ଉପ-କାରାଗାରରେ ଦୁଇ ବିଚାରାଧିନ କଏଦୀ କରୋନା ସଂକ୍ରମିତ

7/08/2020 at 3:07 PM

ଜୟପୁର ୭।୮: ଜୟପୁର ଉପ କାରାଗାରରେ ବିଚାରାଧିନ କଏଦୀଙ୍କୁ କରୋନା । ଦୁଇ ଜଣ କଏଦୀ କରୋନାରେ ସଂକ୍ରମିତ ହୋଇଥିବା କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏମାନଙ୍କୁ କାରାଗାରରେ ଏକ ସ୍ବତନ୍ତ୍ର କରୋନା ଆଇସୋଲେସନ ଓ୍ବାର୍ଡରେ ରଖାଯାଇଥିବା ନେଇ ଜେଲର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ୍ ୪୧ କରୋନା ପଜିଟିଭ ଚିହ୍ନଟ ହେବା ସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୪୮୨ ଜଣ ସୁସ୍ଥ ହୋଇ ସାରିଲେଣି ।

   Related Posts