ପୁରୀ ସମୁଦ୍ରରେ ଭାସିଯାଇ ୨ ଛାତ୍ର ମୃତ
2/09/2018 at 9:25 AM

ପୁରୀ ୨|୯: ପୁରୀ ସମୁଦ୍ରରେ ଭାସିଯାଇ ୨ ଛାତ୍ର ମୃତ । ହୋଟେଲ ବିଜୟ ଇଣ୍ଟରନ୍ୟାସନାଲ ପଛ ପାଖ ସମୁଦ୍ରରେ ଗାଧୋଉଥିବାବେଳେ ନିଖେ।ଜ ହେ।ଇଯାଇଥିଲେ । ୨ ଛାତ୍ର ହେଲେ ଜାମସେଦପୁର ରଜତ ପାଣ୍ଡେ, ଦିଲ୍ଲୀର ମହମ୍ମଦ ଇବାଦ । ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯ।ଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘେ।ଷଣା କରିଥିଲେ । ଦୁହେଁ କଟକ ପିଲୁ ମୋଦି କଲେଜ ଅଫ୍ ଆର୍କିଟେକଚର କଲେଜର ଛାତ୍ର । ଆଜି ସକାଳୁ ସାଙ୍ଗମାନଙ୍କ ସହ ପୁରୀ ସମୁଦ୍ରରେ ଗାଧୋଇବା ପାଇଁ ଆସିଥିଲେ । ସେମାନଙ୍କ ସହ ଆସିଥିଲେ ଅନ୍ୟ ୪ ସହଯୋଗୀ ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022