previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ପୁରୀ ସମୁଦ୍ରରେ ଭାସିଯାଇ ୨ ଛାତ୍ର ମୃତ

2/09/2018 at 9:25 AM

ପୁରୀ ୨|୯: ପୁରୀ ସମୁଦ୍ରରେ ଭାସିଯାଇ ୨ ଛାତ୍ର ମୃତ । ହୋଟେଲ ବିଜୟ ଇଣ୍ଟରନ୍ୟାସନାଲ ପଛ ପାଖ ସମୁଦ୍ରରେ ଗାଧୋଉଥିବାବେଳେ ନିଖେ।ଜ ହେ।ଇଯାଇଥିଲେ । ୨ ଛାତ୍ର ହେଲେ ଜାମସେଦପୁର ରଜତ ପାଣ୍ଡେ, ଦିଲ୍ଲୀର ମହମ୍ମଦ ଇବାଦ । ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯ।ଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘେ।ଷଣା କରିଥିଲେ । ଦୁହେଁ କଟକ ପିଲୁ ମୋଦି କଲେଜ ଅଫ୍ ଆର୍କିଟେକଚର କଲେଜର ଛାତ୍ର । ଆଜି ସକାଳୁ ସାଙ୍ଗମାନଙ୍କ ସହ ପୁରୀ ସମୁଦ୍ରରେ ଗାଧୋଇବା ପାଇଁ ଆସିଥିଲେ । ସେମାନଙ୍କ ସହ ଆସିଥିଲେ ଅନ୍ୟ ୪ ସହଯୋଗୀ ।

   Related Posts