vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍‌ର ୨ଟି ଗେଟ୍, ପ୍ରତି ସେକେଣ୍ଡରେ ୪୫୦ କ୍ୟୁସେକ୍ ଜଳ ନିଷ୍କାସନ

8/08/2019 at 3:36 PM

ନବରଙ୍ଗପୁର ୮|୮: ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍ ର ଦୁଇଟି ଗେଟ୍ । ଇନ୍ଦ୍ରାବତୀ ଡ୍ୟାମର ୨ ନମ୍ବର ଓ ୬ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଦୁଇଟି ଗେଟ୍ ଦୁଇ ମିଟର ଖୋଲାଯାଇଛି । ସେକେଣ୍ଡକୁ ୨୨୦୦ କ୍ୟୁସେକ୍ ଜଳ ରିଜର୍ଭ ଭିତରକୁ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟ୍ ରୁ ପ୍ରତି ସେକେଣ୍ଡରେ ୪୫୦ କ୍ୟୁସେକ୍ ଜଳ ନିଷ୍କାସନ ଯାଉଛି ବୋଲି ଇନ୍ଦ୍ରାବତୀ ପ୍ରକଳ୍ପ ଚିଫ୍ ଇଂଜିନିୟରିଂ ସୂଚନା ଦେଇଛନ୍ତି ।

   Related Posts