ଗଜପତି ଜିଲ୍ଲା ଆର୍. ଉଦୟଗିରି ଛେଳିଗଡ଼ ଗାଁରେ ଏକ କୂଅ ଭିତରୁ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | September 30, 2018 IST

ଗଜପତି ୨୯/୯: ଗଜପତି ଜିଲ୍ଲା ଆର୍ .ଉଦୟଗିରି ଛେଳିଗଡ଼ ଗାଁରେ ଅଘଟଣ । କୂଅ ଭିତରୁ ଉଦ୍ଧାର ହେଲା ୨ ଭଉଣୀଙ୍କ ମୃତଦେହ । ଛେଳିଗଡ଼ ଗାଁର ପ୍ରମୋଦ ଆଚାରୀଙ୍କ ଝିଅ ସ୍ବପ୍ନା ଏବଂ କିରଣଙ୍କ ମୃତଦେହ ବାଡ଼ି କୂଅରୁ ମିଳିଛି । ପାରିବାରିକ ଅଶାନ୍ତି ନା ପ୍ରେମଜନିତ କାରଣରୁ ଏଭଳି ଅପମୃତ୍ୟୁ ଘଟିଛି, ତାର ତଦନ୍ତ କରୁଛି ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.