scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହିଳାଙ୍କ ସମେତ ୨ ଜଣଙ୍କୁ ଗୋଟିଏ ଘରେ ବାନ୍ଧିଲେ ଗ୍ରାମବାସୀ, ରାତି ୧୨ଟାରେ ଗାଁ ମଶାଣିରେ ଉଲଗ୍ନ ହୋଇ କରୁଥିଲେ ପୂଜା

28/11/2023 at 12:44 PM

କରଞ୍ଜିଆ ୨୮।୧୧: ଡାହାଣୀ ସନ୍ଦେହରେ ୧୨ ଘଣ୍ଟା ଅଟକ । ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗାଁ ଲୋକ ଅଟକ ରଖିଛନ୍ତି । ପୋଲିସ ପହଞ୍ଚି ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଙ୍ଗାରପଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ଡାହାଣୀ ସନ୍ଦେହରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗୋଟିଏ ଘରେ ୧୨ଘଣ୍ଟା ବାନ୍ଧି ରଖିଲେ ଗାଁ ଲୋକେ । ଉଭୟ ସୋମବାର ରାତି ୧୨ଟା ସମୟରେ ଗାଁ ମଶାଣିରେ ଉଲଗ୍ନ ହୋଇ ପୂଜା କରୁଥିବା ସମୟରେ ଧରିଲେ ଗାଁ ଲୋକେ । ମଙ୍ଗଳବାର ଯଶୀପୁର ପୋଲିସ ଓ କରଞ୍ଜିଆ SDPO ଘଟଣାସ୍ଥଳରେ ପହଞ୍ଚି ମହିଳା ଓ ପୁରୁଷ ଦୁଇ ଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣି ସ୍ଥାନୀୟ ଲୋକଙ୍କ ସହ ବୁଝାସୁଝା ଜାରି ରଖିଛି ।

You Can Read :

   Related Posts