suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଶବଦାହ ସାରି ଫେରିବା ବେଳେ ହୋଇଗଲେ ଶବ; ସଡ଼କ ଦୁର୍ଘଟଣାରେ ୨ ମୃତ

6/09/2022 at 10:36 PM

ନିମାପଡ଼ା ୦୯/୦୬: ଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌ ସହ ଧକ୍କାରେ ଚାଲିଗଲା ୨ ଜୀବନ। ମୃତକଙ୍କ ମଧ୍ୟରେ ଜଣେ ମହିଳା। ତେଲଟାଙ୍କିରୁ ତେଲ ପକାଇ ରାସ୍ତାକୁ ଆସୁଥିବା ବେଳେ ବାଇକକୁ ପିଟିଲା ଟ୍ରକ୍। ବାଇକରେ ଥିଲେ ୩ଜଣ ଲୋକ ଥିଲେ। ଘଟଣାସ୍ଥଳରେ ୨ ବାଇକ୍‌ ଆରୋହୀ ମୃତ। ଅନ୍ୟ ଜଣେ ଗୁରୁତର ହୋଇ ପାଖରେଥିବା ଡାକ୍ତରଖାନାରେ ଭର୍ତ୍ତି ସୂଚନା। ଶବ ଦାହ ସାରି ବାଇକ୍‌ ଆରୋହୀ ଘରକୁ ଫେରୁଥିଲେ। ମୃତକ ଓ ଗୁରୁତରଙ୍କର ପରିଚୟ ମିଳି ପାରିନାହିଁ।

   Related Posts