ଶବଦାହ ସାରି ଫେରିବା ବେଳେ ହୋଇଗଲେ ଶବ; ସଡ଼କ ଦୁର୍ଘଟଣାରେ ୨ ମୃତ
6/09/2022 at 10:36 PM

ନିମାପଡ଼ା ୦୯/୦୬: ଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ସହ ଧକ୍କାରେ ଚାଲିଗଲା ୨ ଜୀବନ। ମୃତକଙ୍କ ମଧ୍ୟରେ ଜଣେ ମହିଳା। ତେଲଟାଙ୍କିରୁ ତେଲ ପକାଇ ରାସ୍ତାକୁ ଆସୁଥିବା ବେଳେ ବାଇକକୁ ପିଟିଲା ଟ୍ରକ୍। ବାଇକରେ ଥିଲେ ୩ଜଣ ଲୋକ ଥିଲେ। ଘଟଣାସ୍ଥଳରେ ୨ ବାଇକ୍ ଆରୋହୀ ମୃତ। ଅନ୍ୟ ଜଣେ ଗୁରୁତର ହୋଇ ପାଖରେଥିବା ଡାକ୍ତରଖାନାରେ ଭର୍ତ୍ତି ସୂଚନା। ଶବ ଦାହ ସାରି ବାଇକ୍ ଆରୋହୀ ଘରକୁ ଫେରୁଥିଲେ। ମୃତକ ଓ ଗୁରୁତରଙ୍କର ପରିଚୟ ମିଳି ପାରିନାହିଁ।
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023