ଗାତରେ ପଡି ୨ ଶିଶୁକନ୍ୟା ମୃତ, ରାସ୍ତା କାମ ପାଇଁ ଖୋଳାଯାଇଥିଲା ଗର୍ତ୍ତ
2/02/2023 at 1:21 PM

ଚିତ୍ରକୋଣ୍ଡା ୦୨।୦୨ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପଞ୍ଚାୟତ ଢେପସାହିରେ ଅଭାବନୀୟ ଘଟଣା । ଗାତରେ ପଡି ଦୁଇ ଶିଶୁକନ୍ୟା ମୃତ ।
ଖବର ଅନୁଯାୟୀ, ରାସ୍ତା କାମ ପାଇଁ ଖୋଳା ଯାଇଥିଲା ଗର୍ତ୍ତ । ଏହି ରାସ୍ତାରେ ଖେଳୁଥିବା ଅବସ୍ଥାରେ ପାଣି ଭର୍ତ୍ତି ଗର୍ତ୍ତରେ ପଡିଯାଇଥିଲା ଦୁଇ ଶିଶୁକନ୍ୟା । ପାଣିରେ ବୁଡିବା ଫଳରେ ୨ଶିଶୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ମୃତ ଶିଶୁଙ୍କ ବୟସ ୪ ବର୍ଷର ହେବ ବୋଲି ସୂଚନା ରହିଛି ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023