ଟ୍ରକ୍ ଓ ବାଇକ୍ ଧକ୍କା : ୨ ମୃତ, ଜଣେ ଗୁରୁତର

Published By : Prameya-News7 Bureau | December 24, 2021 IST

ରାୟଗଡା ୨୪।୧୨: ରାୟଗଡା ଜିଲ୍ଲା କୁମ୍ଭିକଟା ଫାଣ୍ଡି ଅନ୍ତର୍ଗତ ଗୁମା ଘାଟିରେ ଦୁର୍ଘଟଣା । ଟ୍ରକ୍ ଓ ବାଇକ୍ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।  ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ କାଶୀପୁର ବ୍ଲକର ଶଙ୍କର ମାଝୀ ଓ ତୁରଲା ଖମନ।  ଆହତ ବ୍ୟକ୍ତି ହେଲେ ନିରଞ୍ଜନ ଭୋଇ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.