scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଧାନ ଆଣିବା ପାଇଁ ଯାଇଥିଲେ, ଟ୍ରାକ୍ଟର ଓଲଟି ଚାଲିଗଲା ୨ ଜୀବନ

4/12/2023 at 1:23 PM

ସମ୍ବଲପୁର ୦୪।୧୨ : ସମ୍ବଲପୁର କତରବଗା ଥାନା ସର୍ଗିପାଲିରେ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଯାଏଁ ମୃତକଙ୍କ ମିଳିନି ପରିଚୟ । ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ , କ୍ଷେତକୁ ଧାନ ଆଣିବା ପାଇଁ ଟ୍ରାକ୍ଟର ନେଇ ଯାଇଥିଲେ । ଏହି ସମୟରେ ହଠାତ୍‌ ସର୍ଗିପାଲି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଟ୍ରାକ୍ଟର । ଯାହାଫଳରେ ଗାଡିରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିଲା । ବାକି ଆଉ ଜଣେ ଗୁରୁତର ହୋଇଥିଲେ । ତୁରନ୍ତ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର ।

   Related Posts