oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ପିକ୍‌ଅପ୍ ଭ୍ୟାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

24/07/2020 at 1:13 PM

ନୂଆପଡା ୨୪।୭: ନୂଆପଡା ଜିଲ୍ଲା ୩୫୩ ନଂ ଜାତୀୟ ରାଜପଥ ସାନ ମହେଶ୍ବର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପିକଅପ୍‌ ଭ୍ୟାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଆଇଆରବି ଯବାନ ଖଡିଆଳ ଥାନା ପୋଡାପାଲି ଗାଁର ରାଜେନ୍ଦ୍ର ଶବର । ଆଇଆରବି ଯବାନ ଜଣଙ୍କ ଛୁଟିରେ ଘରକୁ ଆସିଥିଲେ । ଅନ୍ୟ ଜଣେ ସ୍ଥାନୀୟ ଡୁମେରବାହାଲ ଗାଁର ଦିବ୍ୟରଞ୍ଜନ ଘିବେଲା । ଖଡିଆଳ ପୋଲିସ ଦ୍ବାରା ପିକଅପ ଭ୍ୟାନ୍ ଜବତ ହୋଇଛି ।

   Related Posts