ପୁରୀରେ ବୋମାମାଡ, ୪ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର

ପୁରୀ ୨୭।୭: ପୁଣି ପୁରୀରେ ବୋମାମାଡ । ସଦର ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ ହୋଇଛି । ବାପି ଓରଫ ବିଜୟ କୁମାର ଖୁଣ୍ଟିଆଙ୍କ ଘର ଉପରକୁ ବୋମାମାଡ ହୋଇଥିବା ଜଣାପଡିଛି । ଦୁଇ ଜଣ ଦୁର୍ବୃତ୍ତ ଚାରୋଟି ବୋମାମାଡ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଆସନ୍ତା ୧୦ ତାରିଖରେ କୋର୍ଟରେ ସାକ୍ଷୀ ଥିବାରୁ ବାପି ଖୁଣ୍ଟିଆଙ୍କ ପରିବାରକୁ ଡରାଇବା ପାଇଁ ଏଭଳି ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି । You Can … Continue reading ପୁରୀରେ ବୋମାମାଡ, ୪ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର