ପୁରୀରେ ବୋମାମାଡ, ୪ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର

Published By : Prameya-News7 Bureau | July 27, 2023 IST

ପୁରୀ ୨୭।୭: ପୁଣି ପୁରୀରେ ବୋମାମାଡ । ସଦର ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ ହୋଇଛି । ବାପି ଓରଫ ବିଜୟ କୁମାର ଖୁଣ୍ଟିଆଙ୍କ ଘର ଉପରକୁ ବୋମାମାଡ ହୋଇଥିବା ଜଣାପଡିଛି । ଦୁଇ ଜଣ ଦୁର୍ବୃତ୍ତ ଚାରୋଟି ବୋମାମାଡ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।

wp:embed {"url":"https://www.prameyanews7.com/bomb-hurled-into-a-house-in-puri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bomb-hurled-into-a-house-in-puri/
/wp:embed

ତେବେ ଆସନ୍ତା ୧୦ ତାରିଖରେ କୋର୍ଟରେ ସାକ୍ଷୀ ଥିବାରୁ ବାପି ଖୁଣ୍ଟିଆଙ୍କ ପରିବାରକୁ ଡରାଇବା ପାଇଁ ଏଭଳି ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି ।

You Can Read :

wp:embed {"url":"https://www.prameyanews7.com/goods-train-and-engine-separated-in-jajpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/goods-train-and-engine-separated-in-jajpur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.