krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁରୀରେ ବୋମାମାଡ, ୪ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର

27/07/2023 at 4:20 PM

ପୁରୀ ୨୭।୭: ପୁଣି ପୁରୀରେ ବୋମାମାଡ । ସଦର ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ ହୋଇଛି । ବାପି ଓରଫ ବିଜୟ କୁମାର ଖୁଣ୍ଟିଆଙ୍କ ଘର ଉପରକୁ ବୋମାମାଡ ହୋଇଥିବା ଜଣାପଡିଛି । ଦୁଇ ଜଣ ଦୁର୍ବୃତ୍ତ ଚାରୋଟି ବୋମାମାଡ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ତେବେ ଆସନ୍ତା ୧୦ ତାରିଖରେ କୋର୍ଟରେ ସାକ୍ଷୀ ଥିବାରୁ ବାପି ଖୁଣ୍ଟିଆଙ୍କ ପରିବାରକୁ ଡରାଇବା ପାଇଁ ଏଭଳି ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି ।

You Can Read :

   Related Posts