oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

୪ ବର୍ଷର ଶିଶୁଙ୍କୁ ଦୁଷ୍କର୍ମ ଅଭିଯୋଗ, ଦୁଇ ନାବାଳକ ଥାନାରେ ଅଟକ

25/12/2019 at 7:43 AM

ଦେବଗଡ ୨୫।୧୨: ଦେବଗଡ ଜିଲ୍ଲାରେ  ଲଜ୍ଜା । ଦେବଗଡ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ  ଚାରି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି  ।

ସୂଚନାଯୋଗ୍ୟ ଯେ, ରିଆମାଳ ଥାନା ଅଞ୍ଚଳରେ ଜଣେ ନାବାଳିକା ଦାଣ୍ଡରେ ଖେଳୁଥିବା ବେଳେ ଦୁଇ ଜଣ ନାବାଳକ ତାକୁ ଖେଳିବାକୁ ଡାକିନେଇଥିଲେ । ନିକଟସ୍ଥ ଏକ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଶିଶୁ କନ୍ୟା ଜଣଙ୍କ  ଯନ୍ତ୍ରଣାରେ କାନ୍ଦୁଥିବା ବେଳେ ତାଙ୍କ ମା ଘଟଣା ସଂପର୍କରେ ପଚାରି ବୁଝିଥିଲେ ।

ଘଟଣା ଜଣାପଡିବା ପରେ ଏନେଇ ପରିବାର ପକ୍ଷରୁ ରିଆମାଳ ଥାନାରେ ଏକ ମାମଲା ଦାଏର କରାଯାଇଛି । ନାବାଳିକାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ  ନାବାଳକଙ୍କୁ ରିଆମାଳ ପୋଲିସ  ଅଟକ ରଖି ପଚରାଉଚରା କରୁଛି।

   Related Posts