ଟ୍ରେନ୍‌ରେ ଚାଞ୍ଚଲ୍ୟ, ଦୁଇ ଯୁବକଙ୍କ ଗଳା କାଟି ହତ୍ୟା ଉଦ୍ୟମ

Published By : Prameya-News7 Bureau | September 14, 2023 IST

ଟିଟିଲାଗଡ଼: ଗାନ୍ଧିଧାମ-ପୁରୀ ଟ୍ରେନ୍‌ରେ ଅଭାବନୀୟ। ଟ୍ରେନ୍‌ରେ ଦୁଇ ଜଣଙ୍କ ତଣ୍ଟି କାଟି ଜୀବନରୁ ମାରିଦେବାକୁ ଉଦ୍ୟମ। ଘଟଣା ଜଣାପଡ଼ିବା ପରେ ଉଭୟଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏପର୍ଯ୍ୟନ୍ତ ଏମାନଙ୍କ ପରିଚୟ ଜଣାପଡ଼ିନଥିବାବେଳେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ କିଏ ଏବଂ କାହିଁକି ଏଭଳି କାଣ୍ଡ ଭିଆଇଛି ତାହା ଜାଣିବାକୁ ତଦନ୍ତ କରୁଛି ଟିଟିଲାଗଡ଼ ରେଲଓ୍ବେ ପୋଲିସ  ।

ଆହୁରି ପଢ଼ନ୍ତୁ: ଅଖା ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା, ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.