ଟ୍ରେନରୁ ଡେଇଁଲେ ଦୁଇ ଯୁବତୀ, ଅବସ୍ଥା ସଂକଟାପନ୍ନ

Published By : Prameya-News7 Bureau | December 16, 2019 IST

ଝାରସୁଗୁଡା ୧୬।୧୨: ଟ୍ରେନରୁ ଡେଇଁଲେ ଦୁଇ ଯୁବତୀ । ବାଗଡିହି ଷ୍ଟେସନ ନିକଟରେ ଉତ୍କଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ଟ୍ରେନ୍‌ରୁ ଡେଇଁଲେ ଦୁଇ ଯୁବତୀ । ଦୁଇଜଣ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଯୁବତୀଙ୍କ ଘର ସୁନ୍ଦରଗଡ଼ର ଧନମତୀ ମାଝୀ ଓ ଜ୍ୟୋସ୍ନା ନାଏକ ବୋଲି ଜଣାପଡିଛି । ତେବେ କଣ ପାଇଁ ଟ୍ରେନରୁ ଡେଇଁଲେ ତାହାର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.