ମାଟି ତଳେ ୨ ଜେସିବି ଅପରେଟର : Bigstory Followup
1/06/2018 at 8:42 AM

ତେଲିଙ୍ଗିରି ରାଣିଗଡ-ବାରପୁଟରେ ମାଟି ଅତଡା ଧଷିବା ଘଟଣାରେ ଏବେବି ମାଟି ତଳେ ଫଶି ରହିଛନ୍ତି ୨ ଜେସିବି ଅପରେଟର …
୨ ଜେସିବି ଅପରେଟର- ସଞ୍ଜୟ ଦାସ (୩୦), ଘନଶ୍ୟାମ ଗୁରୁ(୨୭)…
ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି …