ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଚିଲିକାରେ ପକ୍ଷୀ ଶିକାର ବେଳେ ଧରାପଡିଲେ ଶିକାରୀ, ୭ ମୃତ ବିଦେଶୀ ପକ୍ଷୀ ସହ ୨ ଶିକାରୀ ଗିରଫ

16/12/2021 at 6:15 PM

ଟାଙ୍ଗୀ ୧୬।୧୨: ଚିଲିକାରେ ପକ୍ଷୀ ଶିକାର ବେଳେ ଧରାପଡିଗଲେ ଶିକାରୀ । ୭ ମୃତ ବିଦେଶୀ ପକ୍ଷୀଙ୍କ ସହିତ ୨ ଶିକାରୀ ଗିରଫ ହୋଇଛନ୍ତି । ଗିରଫ ଶିକାରୀମାନେ ହେଲେ ପୁରୀ ଜିଲ୍ଲା ଗଡିଶାଗଦା ଥାନା ଅଧିନସ୍ଥ ଜାଗୁଳେଇ ପଦର ଗାଁର ଦୁସ୍ମନ୍ତ ବେହେରା ଓ ସୁରେନ୍ଦ୍ର ବେହେରା । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଚିଲିକାରେ ପାଟ୍ରୋଲିଂ ବେଳେ ଭୁଷଣ୍ଡପୁର ସ୍ଥିତ ଚିଲିକା ମଧ୍ୟରୁ ଏହି ପକ୍ଷୀ ଶିକାରୀଙ୍କୁ ଧରାପଗଡ କରିଛନ୍ତି । କଇଁ ଫୁଲ କେଶରରେ ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଥିଲେ ଏହି ପକ୍ଷୀ ଶିକାରୀ ।

   Related Posts