Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଲ୍ ଓଡ଼ିଶା ଇ ପି ଏଫ୍ ପେନସନ ଆସୋସିଏସନ୍ ପକ୍ଷରୁ ଦୁଇ ଘଣ୍ଟିଆ ଧାରଣା

15/09/2023 at 6:40 PM

କଟକ15/09 :   କଟକ ପୁରୀଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଅଲ ଓଡ଼ିଶା ଇ ପି ଏଫ୍ ପେନସନ ଆସୋସିଏସନ୍ ପକ୍ଷରୁ ଦୁଇ ଘଣ୍ଟିଆ ଧାରଣା ଦିଆଯାଇଥିଲା। ବେସରକାରୀ ସ୍ତରରେ ଯେଉଁମାନେ ଅବସର ଗ୍ରହଣ କରିସାରିଛନ୍ତି ସେମାନଙ୍କୁ ସର୍ବନିମ୍ନ 9ହଜାର ଟଙ୍କା ପେନସନ ଓ ମହଙ୍ଗା ଭତ୍ତା ପ୍ରଦାନ ଦାବି କରାଯାଇଛି।

ଏହାସହ ସମସ୍ତଙ୍କୁ ସ୍ୱାସ୍ଥ୍ୟବୀମା ପ୍ରଦାନ ସହ ସାଧାରଣ ସରକାରୀ ପେନସନଧାରୀଙ୍କ ଭଳି ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରାଯାଇଛି। ଯଦି ଏହି ଦାବିକୁ ପୂରଣ କରାନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର କରାଯିବାର ଚେତାବନୀ ଦିଆଯାଇଛି।

Also Read- ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ, ଶନିବାର ଏହାସହ ଆହୁରି ୧୩ଟି ପ୍ରକଳ୍ପକ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

   Related Posts