AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଭୁଷୁଡ଼ିଲା ଶୌଚାଳୟ ଟାଙ୍କି; ୨ ଶିଶୁ କନ୍ୟା ମୃତ

14/12/2022 at 3:55 PM

ଭଞ୍ଜନଗର ୧୪/୧୨: ପାଇଖାନା ଟାଙ୍କି ଭୁଷୁଡି ଦୁଇ ଶିଶୁକନ୍ୟା ମୃତ। ବଡଗଡ଼ ଥାନା ତାକରଡ଼ା ଗାଁରେ ଏପରି ଅଘଟଣ ହୋଇଛି। ପାଇଖାନା ଟାଙ୍କି ଉପରେ ଖେଳିବା ବେଳେ ଟାଙ୍କି ଭୁଶୁଡି ପଡ଼ିଥିଲା। ଟାଙ୍କି ଭୁଷୁଡ଼ିବାରୁ ୫ ବର୍ଷୀୟା ୨ ଶିଶୁ କନ୍ୟା ଜୀବନ ହରାଇଛନ୍ତି। ମୃତ ଶିଶୁଙ୍କ ପରିଚୟ ଦିବ୍ୟା ସେଠି ଓ ବସୁମତି ସେଠି। ଏହି ୨ ଶିଶୁ କାଳିଆଗଡ଼ା ଓ ସିଢ଼ିପୁର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତ ୨ ଶିଶୁ ମାମୁଁ ଘରେ ଥିବା ବେଳେ ଏମିତି ଦୁଃଖଦନୀୟ ଘଟଣା ହୋଇଛି। ମୃତ ଦୁଇ ଶିଶୁକନ୍ୟା କାଳିଆଗଡ଼ା ଗାଁ ର ଦିବ୍ୟା ସେଠି, ଏବଂ ସିଢିପୁର ଗାଁର ବସୁମତୀ ସେଠି l

   Related Posts