ଭୁଷୁଡ଼ିଲା ଶୌଚାଳୟ ଟାଙ୍କି; ୨ ଶିଶୁ କନ୍ୟା ମୃତ
14/12/2022 at 3:55 PM

ଭଞ୍ଜନଗର ୧୪/୧୨: ପାଇଖାନା ଟାଙ୍କି ଭୁଷୁଡି ଦୁଇ ଶିଶୁକନ୍ୟା ମୃତ। ବଡଗଡ଼ ଥାନା ତାକରଡ଼ା ଗାଁରେ ଏପରି ଅଘଟଣ ହୋଇଛି। ପାଇଖାନା ଟାଙ୍କି ଉପରେ ଖେଳିବା ବେଳେ ଟାଙ୍କି ଭୁଶୁଡି ପଡ଼ିଥିଲା। ଟାଙ୍କି ଭୁଷୁଡ଼ିବାରୁ ୫ ବର୍ଷୀୟା ୨ ଶିଶୁ କନ୍ୟା ଜୀବନ ହରାଇଛନ୍ତି। ମୃତ ଶିଶୁଙ୍କ ପରିଚୟ ଦିବ୍ୟା ସେଠି ଓ ବସୁମତି ସେଠି। ଏହି ୨ ଶିଶୁ କାଳିଆଗଡ଼ା ଓ ସିଢ଼ିପୁର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତ ୨ ଶିଶୁ ମାମୁଁ ଘରେ ଥିବା ବେଳେ ଏମିତି ଦୁଃଖଦନୀୟ ଘଟଣା ହୋଇଛି। ମୃତ ଦୁଇ ଶିଶୁକନ୍ୟା କାଳିଆଗଡ଼ା ଗାଁ ର ଦିବ୍ୟା ସେଠି, ଏବଂ ସିଢିପୁର ଗାଁର ବସୁମତୀ ସେଠି l
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023