scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

STF କବ୍‌ଜାରେ ୨ ଗଞ୍ଜେଇ ବେପାରୀ, ଦାମୀ ଗାଡ଼ି ସହ ବନ୍ଧୁକ ଜବତ

22/03/2022 at 11:27 AM

ଭୁବନେଶ୍ବର ୨୨।୦୩ : ଏସ୍‌ଟିଏଫ୍‌ ପଞ୍ଝାରେ ୨ ଗଞ୍ଜେଇ ବ୍ୟବସାୟୀ । ଅନୁଗୁଳ କିଶୋରନଗର ବାଙ୍କପଲାଶା ଅଞ୍ଚଳରୁ ଗିରଫ କଲା  ଏସ୍‌ଟିଏଫ୍‌ । ଗିରଫ ୨ ଜଣ ହେଲେ ସୁଶାନ୍ତ କୁମାର ସାହୁ ଏବଂ ଯୁଗଳ ସାହୁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗଞ୍ଜେଇ କାରବାର ନେଇ ଏସ୍‌ଟିଏଫ୍‌ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଟିମ୍‌ ଅନୁଗୁଳ ବାଙ୍କପଲାଶା ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ଏସ୍‌ଟିଏଫ୍‌ ଟିମ୍‌ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୬୫ କେଜି ଚୋରା ଗଞ୍ଜେଇ ସହ ଏହାସହ ଗୋଟିଏ ଦାମୀ କାର୍ , ଗୋଟିଏ ପଲସର୍ ବାଇକ୍ ଏବଂ ଗୋଟିଏ ବନ୍ଧୁକ ଜବତ କରିଛି ଏସ୍‌ଟିଏଫ୍‌ । ଏନେଇ ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

   Related Posts