ଦୁଇ ସାଇବର ଠକକୁ ବାନ୍ଧିଲା ପୋଲିସ, ଲୋନ୍ର ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଥିଲେ
27/11/2022 at 2:36 PM

ଭୁବନେଶ୍ୱର ୨୭।୧୧ : ସାବଧାନ, ମାତିଛନ୍ତି ସାଇବର ଲୁଟେରା। ୨ ଜଣ ସାଇବର ଠକଙ୍କୁ ବାନ୍ଧିଛି ସାଇବର ଥାନା ପୋଲିସ। ଅନଲାଇନରେ ଲୋନ ଦେବାର ପ୍ରଲୋଭନ ଦେଖାଇ ସାଧାରଣ ଲୋକଙ୍କୁ ଏମାନେ ଠକୁଥିଲେ। ସେମାନଙ୍କଠାରୁ ଲୁଟୁଥିଲେ।
ତେବେ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଅଧିକ ଲୋନ ଦେବାକୁ କହି ଏମାନେ ଠକିଥିବା ସୂଚନା ମିଳିଛି। ଏନେଇ କିଛି ଦିନ ପୂର୍ବରୁ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଏହା ପରେ ୨ ଜଣ ଅଣ ଓଡିଆଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ସାଇବର ଥାନା ପୋଲିସ। ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023