ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
8/02/2023 at 12:35 PM

ଭୁବନେଶ୍ବର ୦୮।୦୨ : ବରମୁଣ୍ଡା ବସଷ୍ଟାଣ୍ଡରେ ବୋମାମାଡ ଘଟଣା । ବସ ମାଲିକଙ୍କ ସହ ଦୁଇ ଜଣଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ । ଖାଇବାକୁ କେନ୍ଦ୍ର କରି ହୋଇଥିଲା ବୋମାମାଡ ।
ଖବର ଅନୁଯାୟୀ, ରବିବାର ରାତିରେ ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଥିବା ହୋଟେଲ ଉପରେ ହୋଇଥିଲା ବୋମାମାଡ । ଏହି ବୋମାମାଡରେ ୩ ଜଣ ହୋଟେଲ କର୍ମଚାରୀ ଆହତ ହୋଇଥିଲେ । ଆଉ ଏବେ ଏହି ଘଟଣାରେ ପୋଲିସ ତଦନ୍ତ କରି ଆକ୍ସନ ନେଇ ପୋଲିସ । ବୋମାମାଡ଼ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ଦୁଇ ଜଣ ହେଲେ ବସ ହେଲପର୍ ରାମଚନ୍ଦ୍ର ବରାଳ ଏବଂ ବଳଦେଇ ବସ ମାଲିକ ବସନ୍ତ କୁମାର ଡାକୁଆ ।
Related Posts
ପିକ୍ଅପ୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜଣଙ୍କ ଜୀବନ
20 March 2023
ସମୁଦ୍ରରେ ବୁଡି ଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ୍ ଗାର୍ଡ
20 March 2023
ବାଇକ୍ ଉପରେ ଚଢିଗଲା ଟ୍ରକ୍ : ଜଣେ ମୃତ, ଜଣେ ଗୁରୁତର
20 March 2023