ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ୨ ଯନ୍ତ୍ରୀ
8/05/2018 at 6:03 AM

ନର୍ଲା ରେତ୍ କେନାଲ ଡିଭିଜନ୍ ର ଯନ୍ତ୍ରୀ ରସାନନ୍ଦ ମାଝିଙ୍କ ଘରେ ରେଡ୍ । ନର୍ଲା ସ୍ଥିତ ତାଙ୍କ ଅଫିସ ଓ ବରଗଡର ୩ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ । ନର୍ଲା କାର୍ଯ୍ୟାଳୟରେ ସମ୍ବଲପୁର ଭିଜିଲାନ୍ସ ଟିମ ଚଢାଉ କରିଛି । ସେହିପରି ଅତାବିରା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଘନଶ୍ୟାମ ସେଠଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରୁଛି । ତାଙ୍କ ଅଫିସ ଓ ବନ୍ଧୁଟିକ୍ରା ସ୍ଥିତ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟଙ୍କ ଘରେ ରେଡ୍ ହେଉଛି ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023