ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ; ଘଟଣାସ୍ଥଳରେ ଦୁଇ ମୃତ
15/01/2019 at 9:46 AM

ସୁନ୍ଦରଗଡ ୧୫|୧: ସୁନ୍ଦରଗଡ ଲେଫ୍ରିରିପଡା ଥାନା ଗିରିଙ୍ଗିକେଲା ପଟୁଆଢିହିରେ ଦୁର୍ଘଟଣା । ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଗିରିଙ୍ଗିକେଲା ଗାଁର ଚନ୍ଦନ ପଟେଲ ଓ ହେମନ୍ତ ଅଢା । ଗୁରୁତର ବ୍ୟକ୍ତିଙ୍କୁ ସୁନ୍ଦରଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମକର ସଂକ୍ରାନ୍ତି ଯାତ୍ରା ଦେଖି ଫେରୁଥିବାବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023