AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଧୋଇବାବେଳେ ପୋଖରୀରେ ବୁଡି ଭାଇ ଭଉଣୀ ମୃତ

11/01/2019 at 1:06 PM

ମାଲକାନଗିରି ୧୧|୧:  ପୋଖରିରେ ବୁଡି ଭାଇ ଭଉଣୀ ମୃତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ସାଲିମାରିପଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଧୋଇବା ବେଳେ ଦୁଇ ସମ୍ପର୍କୀୟ ଭାଇ ଭଉଣୀ ବୁଡି ଯାଇଛନ୍ତି । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ମୃତ ଭାଇ ଭଉଣୀ ହେଲେ ବିବେକ ମାଡକାମୀ ଓ ରାମେ ପଡିଆମୀ । ଗାଁ ଲୋକେ ଦେଖି ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ ।

   Related Posts