ଗାଧୋଇବାବେଳେ ପୋଖରୀରେ ବୁଡି ଭାଇ ଭଉଣୀ ମୃତ
11/01/2019 at 1:06 PM

ମାଲକାନଗିରି ୧୧|୧: ପୋଖରିରେ ବୁଡି ଭାଇ ଭଉଣୀ ମୃତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ସାଲିମାରିପଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଧୋଇବା ବେଳେ ଦୁଇ ସମ୍ପର୍କୀୟ ଭାଇ ଭଉଣୀ ବୁଡି ଯାଇଛନ୍ତି । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ମୃତ ଭାଇ ଭଉଣୀ ହେଲେ ବିବେକ ମାଡକାମୀ ଓ ରାମେ ପଡିଆମୀ । ଗାଁ ଲୋକେ ଦେଖି ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ ।
Related Posts
ଭୁବନେଶ୍ୱରରେ ଜଳିଗଲା ଏଟିଏମ୍, ଅଗ୍ନିଶମ ବାହିନୀର ଛାନ୍ଭିନ୍
7 February 2023
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023