ଗୋରୁ ଚାଲାଣ ବେଳେ ଦୁଇଟି ପିକ୍ଅପ୍ ଭ୍ୟାନ୍ ଜବତ, ୩ଜଣ ଗିରଫ
31/07/2019 at 3:25 PM

ବାଲେଶ୍ବର ୩୧|୭: ବାଲେଶ୍ବର ଜିଲ୍ଲା ଗୋପାଳପୁର ପାଣ୍ଡି ପୋଲିସ ବେଆଇନ ଭାବେ ଗୋରୁ ବୋଝେଇ ପିକଅପ୍ ଗାଡିକୁ ପିଛା କରି ୨ଟି ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ଏହାସହ ତିନିଜଣ ଯୁବକଙ୍କୁ ଗୋପାଳପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ବାଲେଶ୍ବର ବାହାନଗା ସହାସପୁରାରୁ ଗୋରୁ ନେଇ ବାଲେଶ୍ବର ତାଳପଦା ରାସ୍ତା ଦେଇ ବାଲେଶ୍ବର ଯାଉଥିବା ବେଳେ ଗୋପାଳପୁର ଫାଣ୍ଡି ପୋଲିସ ଖବର ପାଇ ଗାଡିର ପିଛା କରି ଗାଡିକୁ ଜବତ କରିଥିଲା ।
Related Posts
ମହଙ୍ଗା ପଡିଲା ୧୪୪ ଧାରା ଭାଙ୍ଗିବା, ୭୨ ମହିଳା ଅଟକ
5 July 2022