vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଗୋରୁ ଚାଲାଣ ବେଳେ ଦୁଇଟି ପିକ୍‌ଅପ୍ ଭ୍ୟାନ୍ ଜବତ, ୩ଜଣ ଗିରଫ

31/07/2019 at 3:25 PM

ବାଲେଶ୍ବର ୩୧|୭: ବାଲେଶ୍ବର ଜିଲ୍ଲା ଗୋପାଳପୁର ପାଣ୍ଡି ପୋଲିସ ବେଆଇନ ଭାବେ ଗୋରୁ ବୋଝେଇ ପିକଅପ୍ ଗାଡିକୁ ପିଛା କରି ୨ଟି ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ଏହାସହ ତିନିଜଣ ଯୁବକଙ୍କୁ ଗୋପାଳପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ବାଲେଶ୍ବର ବାହାନଗା ସହାସପୁରାରୁ ଗୋରୁ ନେଇ ବାଲେଶ୍ବର ତାଳପଦା ରାସ୍ତା ଦେଇ ବାଲେଶ୍ବର ଯାଉଥିବା ବେଳେ ଗୋପାଳପୁର ଫାଣ୍ଡି ପୋଲିସ ଖବର ପାଇ ଗାଡିର ପିଛା କରି ଗାଡିକୁ ଜବତ କରିଥିଲା ।

   Related Posts